ବ୍ରହ୍ମପୁରବାସୀଙ୍କ ପ୍ରତୀକ୍ଷାର ହେବ ଅନ୍ତ, କାଲି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର – ରେଶମ ସହରବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସହରର କେନ୍ଦ୍ରସ୍ଥଳରେ ନବନିର୍ମିତ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଆସନ୍ତାକାଲି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରମୋଦ ଉଦ୍ୟାନକୁ ଆସନ୍ତାକାଲି ( ସୋମବାର ) ଅପରାହ୍ନ ୫ଟା ୧୫…