୯ ମାସ ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର , ଡିସେମ୍ବର ୩୧ ଯାଏଁ ସେବାୟତ ଓ ପରିବାର ସଦସ୍ୟ କରିବେ ଦର୍ଶନ
ଭୁବନେଶ୍ୱର- ଦୀର୍ଘ ୯ ମାସର ଅପେକ୍ଷା ଶେଷ ହେବ । ଆସନ୍ତାକାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କାଲିଠାରୁ ୩୧ ତାରିଖ ଯାଏଁ ମନ୍ଦିରରେ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ମନ୍ଦିର ଖୋଲିବା ପୂର୍ବରୁ ଆଜି ଏହାର ଚାରିପାଖ ବିଶୋଧନ କରାଯାଇଛି । ଜାନୁଆରୀ ୧ ଓ ୨…