Browsing Tag

Biju Janata Dal

ବିଜୁ ମହିଳା ଜନତାଦଳରେ ନୂଆ ପଦାଧିକାରୀ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ବିଜୁ ମହିଳା ଜନତା ଦଳରେ ନୂଆ ପଦାଧିକାରୀ ଘୋଷଣା କରାଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ୭ ଜଣଙ୍କୁ ଜୋନ୍ ସଭାପତି ଭାବେ ଦାୟିତ୍ୱ ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ ଜଣଙ୍କୁ ଦାୟିତ୍ୱ…

ସବୁ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ରାଜ୍ୟର ସବୁ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।ଅନୁଗୁଳ ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତ ରାୟ, ବଲାଙ୍ଗିର ପାଇଁ…

ବିଜେଡି @୨୪ : ଗାନ୍ଧିଜୀଙ୍କ ସ୍ୱପ୍ନ, ସମ୍ବିଧାନ ସଭାର ପ୍ରସ୍ତାବ ଓ ନବୀନଙ୍କ ପଦକ୍ଷେପ

ଭାରତ ସ୍ୱାଧୀନତା ପାଇବାର ତିନି ମାସ ପରେ, ୧୯ ନଭେମ୍ବର୧୯୪୭ ଦିନ, ମହାତ୍ମା ଗାନ୍ଧୀ ଏକ ପତ୍ରରେ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ରାଜନୈତିକ ଦଳ ଏବଂ ବିଶେଷ ଭାବେ କଂଗ୍ରେସ ଦଳ କିପରି ତିଷ୍ଠି ରହିପାରିବ ତାହା ବିଷୟରେ ଲେଖିଥିଲେ | ସେଥିରେ ସେ ଉଲ୍ଲେଖ କରିଥିଲେ ଯେ କେବଳ କ୍ଷମତା କୈନ୍ଦ୍ରିକ…

ବିଜେଡି ପ୍ରତିଷ୍ଠା ଦିବସ : ସୁପ୍ରିମୋ ନବୀନଙ୍କ ସମ୍ବୋଧନ, ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ,ଜାତୀୟ ଦଳଙ୍କୁ ସମାଲୋଚନା

ଭୁବନେଶ୍ୱର- ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ଦଳର ମୁଖ୍ୟାଳୟରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଛନ୍ତି ନବୀନ । ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇଛନ୍ତି ନବୀନ । ସେ କହିଛନ୍ତି ଯେ, ମହିଳା…

BJD @ 24: Triumph of Biju Legacy

The Biju Janata Dal, founded on this day in 1997 in the name of legendary freedom fighter and architect of modern Odisha, late Biju Patnaik, has completed its glorious 23 years in Odisha. If any regional party in India has ever dominated…

ବିଜେଡି ମିଡିଆ ଟିମ୍ ପୁନର୍ଗଠିତ, ୬ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ

ଭୁବନେଶ୍ୱର- ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛଅ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ଏହାଛଡା ୬ ଜଣ ବରିଷ୍ଠ ନେତାଙ୍କୁ ମୁଖପାତ୍ର ଓ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି…