Browsing Tag

BJD

ପିପିଲି ଭୋଟ୍ ଗଣତି ଜାରି, ବର୍ଷକ ମଧ୍ୟରେ ଉପନିର୍ବାଚନ ବିଜୟର ହ୍ୟାଟ୍ରିକ ଅପେକ୍ଷାରେ ବିଜେଡି

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ପୁରୀ ପେଣ୍ଠକଟା ଓୟାର ହାଉସରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି…

ବିଜେପି ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ଶତାଧିକ ବିଜେଡିରେ ସାମିଲ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡା ( ତୁଷାର ) ବିଧିବଦ୍ଧ ଭାବେ…

ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର- କୋରାପୁଟ କୋଡପାଡର ପୂୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର । ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ କୋରାପୁଟ କୋଟପାଡରୁ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର ।…