Browsing Tag

BJD

ପିପିଲି ଲଢେଇ : ତିନି ଦଳର ପ୍ରସ୍ତୁତି ଜୋରଦାର, ବିଜେଡିର ପଲ୍ଲା ଭାରି

ପିପିଲିରେ ଚାଲିଛି ଏବେ ନିର୍ବାଚନୀ ଘମାଘୋଟ। ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିଥିବା ଏହି ବିଧାନସଭା ଆସନରେ ଏବେ ଭୋଟ ଯୁଦ୍ଧ ଆଗେଇ ଚାଲିଛି । ରଣାଙ୍ଗନରେ ଯଦିଓ ଅନେକ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ରାଜ୍ୟର ଶାସକ ଦଳ ବିଜେଡିର ପ୍ରାର୍ଥୀ ସାଜିଛନ୍ତି ସ୍ବର୍ଗତ…

ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ତେବେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ଚୂଡାନ୍ତ ହୋଇନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ପିପିଲି ପାଇଁ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୩୦ ଜଣିଆ ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର - ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ତାଲିକାର ସର୍ବାଗ୍ରେ ରହିଛି । ଅନ୍ୟମାନେ ହେଲେ ବରିଷ୍ଠ ନେତା ଦେବୀ ମିଶ୍ର, ମହେଶ୍ୱର…

ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ବିଭିନ୍ନ ଅଂଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲ ବ୍ଲକ ପାଇଁ ସମୀର ରଂଜନ ଦାଶ ଓ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ୍ ପାଇଁ ନବକିଶୋର ଦାସ, ସୁଶାନ୍ତ ସିଂହ…

ପିପିଲି ଉପନିର୍ବାଚନ ପାଇଁ ଦଳର ଚାରି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର - ପିପିଲି ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ଏହି ନେତାମାନେ ପିପିଲିରେ ରହି ନିର୍ବାଚନ ପରିତାଳନା କରିବେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି , ସେମାନେ ହେଲେ ଦେବୀ ମିଶ୍ର,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ, ଗ୍ରହଣ କଲେ ଦଳୀୟ ଟିକେଟ

ଭୁବନେଶ୍ୱର- ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପିପିଲି ଆସନରେ ବିଜେଡିଅ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆନୁଷ୍ଠାନିକ ଭାବେ ସେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିିଲା ବିଜେଡି

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ଫନି ବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗିଥିବା ଘରର ପୁନରୁଦ୍ଧାର ପାଇଁ କେନ୍ଦ୍ର କହିଥିଲା । ୮ ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ବାକି…

ପୁଣି ଥରେ ପରିପକ୍ୱ ନେତୃତ୍ୱର ପରିଚୟ ଦେଲେ ନବୀନ, ଧାରଣରତ ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକି କଲେ…

ଭୁବନେଶ୍ୱର- ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ରାଜନୀତିରୁ ଉପରକୁ ଉଠି ପୁଣି ଥରେ ପରିପକ୍ୱ ନେତୃତ୍ୱର ପରିଚୟ ଦେଇଛନ୍ତି । ରାଜ୍ୟରେ ମଣ୍ଡି ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜେପି…