Browsing Tag

BJD

ପିପିଲିରେ ଭଲ ବ୍ୟବଧାନରେ ଜିତିବା ବିଜେଡିର ଲକ୍ଷ୍ୟ : ପ୍ରତାପ ଦେବ

ଭୁବନେଶ୍ୱର - ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ସେଠାରେ ଦଳୀୟ ସଂଗଠନକୁ ମଜବୁତ କରିବା ଓ ଭଲ ବ୍ୟବଧାନରେ ଜିତିବା ବିଜେଡିର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରତାପ କେଶରୀ ଦେବ । ପ୍ରତାପ କେଶରୀ ଦେବଙ୍କୁ ବିଜେଡି ଆଗାମୀ ପିପିଲି ବିଧାନସଭା…

ନବରଙ୍ଗପୁର ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରସର ତିନି ହଜାର କର୍ମୀ ଦଳରେ ମିଶିଲେ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ଓ ବିଜେପିର ହଜାର ହଜାର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପିର କର୍ମୀମାନେ ବିଜେଡିରେ ଯୋଗ ଦେଇଥିଲେ । କଂଗ୍ରେସର ତିନି ଥର ବିଧାୟକ ପ୍ରାର୍ଥୀ…

ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ

ଭଦ୍ରକ- ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଆଜି ଭଦ୍ରକରେ ଆୟୋଜିତ ହେଉଛି । ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ଯୁବନେତା ସାମିଲ ହେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବ ଛାତ୍ର ନେତା ଓ କର୍ମୀଙ୍କୁ ଭର୍ଚୁଆଲରେ ସମ୍ବୋଧନ କରିବେ । ଆଗାମୀ…

ପାର୍ଲାମେଂଟରେ ଓଡିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଜେଡି ଯୋଗ ଦେଇ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି କରାଯାଉଥିବା ଅବହେଳା ପ୍ରସଙ୍ଗ ଉଠାଇବ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା…