Browsing Tag

BJD

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି, ପ୍ରତାପ କେଶରୀ ଦେବ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର- ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଉଷ୍ମତା ପ୍ରକାଶ ପାଇଛି । ଉପନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରାଥମିକ ଭାବେ ସବୁ ଦଳ ଉଣାଅଧିକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଶାସକ ବିଜେଡି ସମସ୍ତଙ୍କଠାରୁ ଟିକେ ଆଗୁଆ ଥିବା ଜଣାପଡିଛି । ବିଧାୟକ ପ୍ରତାପ କେଶରୀ…

ସଂସଦର ବଜେଟ ଅଧିବେଶନ : ଏମଏସପି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ଜିଏସଟି ଭଳି ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ଆସନ୍ତା ବଜେଟ ଅଧିବେଶନରେ ଏମଏସପି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜିଏସଟି ପ୍ରସଙ୍ଗ ଉଠାଇବ ବିଜେଡି । ଆଜି ବସିଥିବା ବିଜେଡି ସଂସଦୀୟ ଦଳର ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି । ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା…

ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକ, ଭିସି ଜରିଆରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି । ଭିଡିଓ କନଫରେନସିଂ ଜରିଆରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପାଇଁ ଅଲଗା ଅଲଗା ବୈଠକ ହେବ ବୋଲି ସୂଚନା ମିଳିଛି । ବୈଠକରେ ସଂସଦର ଆସନ୍ତା ଅଧିବେଶନ…

ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣା ପ୍ରସଙ୍ଗରେ ବିଜେଡିର ଜୋରଦାର ପ୍ରତିକ୍ରିୟା

ଭୁବନେଶ୍ୱର- ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣ ଦେବା ପ୍ରସଙ୍ଗରେ ଜୋରଦାର ପ୍ରତିକ୍ରିୟା ରଖିଛି ବିଜେଡି । ଏ ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ଦଳ । ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯାଉଛି । ମିଡିଲମ୍ୟାନ ବ୍ୟବସ୍ଥା ନାହିଁ । ବିଜେପି ମିଡିଲମ୍ୟାନଙ୍କ ପାଇଁ ଓକିଲାତି…

କୃଷି ଆଇନ୍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା : ବିଜେଡି

ଭୁବନେଶ୍ୱର: କେନ୍ଦ୍ରର କୃଷି ଆଇନ୍‌କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ୍ ଘେରିବାକୁ ଉଦ୍ୟମ ଚଳାଇଛନ୍ତି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ବିଜେପି…

ଚାଷୀ ପ୍ରସଙ୍ଗରେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି : ବିଜେଡି

ଭୁବନେଶ୍ୱର- ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ୍ । ଧାନ ଉତ୍ପାଦନରେ ଓଡିଶା ଭାରତର ଅଗ୍ରଣୀ ରାଜ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି । ଚାଷୀଙ୍କ କଲ୍ୟାଣ ପାଇଁ…