କାଲି ବିଜେଡିର ପ୍ରତିଷ୍ଠା ଦିବସ, ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ, ସବୁ ନିର୍ବାଚନ ମଣ୍ଡଳୀରେ…
ଭୁବନେଶ୍ୱର- ଆସନ୍ତାକାଲି ଶାସକ ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ହେବାର ୨୩ ବର୍ଷ ପୂରଣ କରିବ ବିଜୁ ଜନତା ଦଳ । ଏଥିପାଇଁ ଦଳର ରାଜ୍ୟ ମୁଖ୍ୟାଳୟରେ ହେବ ସମାବେଶ । ଭିସିରେ ଉପସ୍ଥିତ ରହିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତା ଓ କର୍ମୀମାନଙ୍କୁ ସେ ସମ୍ବୋଧନ କରିବେ…