ପ୍ରଦୀପଙ୍କ ବହିଷ୍କାର ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା : ବିନା ପ୍ରମାଣରେ କୌଣସି ନିଷ୍ପତି ନିଅନ୍ତି ନାହିଁ ବିଜେଡି…
ଭୁବନେଶ୍ୱର- ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ । ଗଞ୍ଜାମବାସୀ କୋଭିଡ ସହ ଲଢୁଥିବା ବେଳେ ପ୍ରଦୀପ ଅୟସ କରୁଥିଲେ । ଜିଲ୍ଲାର ଜନ ପ୍ରତିନିଧି ଭାବେ ଏଭଳି ବୁଲିବା ଜନ ବିରୋଧୀ ନୁହେଁ କି ବୋଲି ପ୍ରତାପ ଦେବ…