Browsing Tag

BJP

ଉପନିର୍ବାଚନର ବାର୍ତ୍ତା

ବିଜନ କୁମାର ମହାପାତ୍ର ଏକ ଗଣତନ୍ତ୍ରରେ ସରକାର ପ୍ରତି ଜନତାଙ୍କ ଆକ୍ରୋଶ ନିର୍ବାଚନରେ ହିଁ ପ୍ରତିଫଳିତ ହୁଏ । ଗଣତାନ୍ତ୍ରିକ ନିର୍ବାଚନ ଜରିଆରେ ହିଁ ସାଧାରଣ ଲୋକ ଶାସକଙ୍କୁ ସନ୍ଦେଶ ଦିଅନ୍ତି । ନିକଟରେ କିଛି ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳରୁ ମଧ୍ୟ…

କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବନ୍ଦ କରି ହୀନମନ୍ୟତାର ପରିଚୟ ଦେଲେ ବିରୋଧୀ, ହିତାଧିକାରୀ ମହଲରେ ତୀବ୍ର…

ସମ୍ବଲପୁର : କୁଚିଣ୍ଡାରେ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯାଇ ଗଣ୍ଡଗୋଳ ଭିଆଇଥିବା ବିରୋଧୀ ଗତକାଲି ବିଜେଡି ଉପରେ ଦୋଷାରୋପ କରି ବନ୍ଦ ଡାକରା ଦେଇଥିଲେ । ତେବେ , ଏହି ବନ୍ଦ ପାଳନ ବେଳେ…

ମହଙ୍ଗା ପଡ଼ିଲା ଦରବୃଦ୍ଧି, ଉପନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ନୂଆଦିଲ୍ଲୀ: ତିନି ଲୋକସଭା ଓ ୧୩ ରାଜ୍ୟର ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମଙ୍ଗଳବାର ଘୋଷିତ ଉପନିର୍ବାଚନ ଫଳାଫଳରୁ ବିଜେପି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ସ୍ପଷ୍ଟ ହୋଇଛି । ଲଗାତାର ଭାବେ ପେଟ୍ରୋଲ, ଜିଜେଲ ଓ ରୋଷେଇ…

ବିଜେପି ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ଶତାଧିକ ବିଜେଡିରେ ସାମିଲ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡା ( ତୁଷାର ) ବିଧିବଦ୍ଧ ଭାବେ…