ବିଜେପି ବିରୋଧରେ ମହାମେଣ୍ଟ ଯୋଜନା? ଆସନ୍ତାକାଲି ବିରୋଧୀ ଦଳଙ୍କୁ ନେଇ ବୈଠକ କରିବେ ଶରଦ ପାୱାର
ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ନିଜ ବାସଭବନରେ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ଓ ଜାତୀୟ ରାଜନୀତି ସରଗରମ ହୋଇଛି । ଏହି ବୈଠକରେ ୧୫ରୁ ୨୦ ଦଳର ନେତା ଯୋଗ ଦେବା ସମ୍ଭାବନା ରହିଛି ।
ଏହା…