Browsing Tag

BJP

ଚାଷୀ ପ୍ରସଙ୍ଗରେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି : ବିଜେଡି

ଭୁବନେଶ୍ୱର- ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ୍ । ଧାନ ଉତ୍ପାଦନରେ ଓଡିଶା ଭାରତର ଅଗ୍ରଣୀ ରାଜ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି । ଚାଷୀଙ୍କ କଲ୍ୟାଣ ପାଇଁ…

ଅପରାଧ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି : ବିଜେଡି

ଭୁବନେଶ୍ୱର : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ , ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ଵାରା…

ମାହାଙ୍ଗା ହତ୍ୟା ମାମଲାରେ ବିଜେଡିର ପ୍ରତିକ୍ରିୟା, ଆଇନ ତା ବାଟରେ ଯିବ, ଅଯଥା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର- ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛି । ଓଡିଶା ସରକାର ହିଂସା ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇ ଆସିଛନ୍ତି । ଅଭିଯୋଗକାରୀମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । ସେଠାରେ କେତେ ହିଂସା ଘଟୁଛି, ତାହା ସମସ୍ତଙ୍କୁ ଜଣା ବୋଲି…

ବିଜେପିର ‘ପୋଷ୍ଟର ବୟ’ ବି ଚାଷୀ ଆନ୍ଦୋଳନରେ ସାମିଲ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ବିଜେପି କୃଷି ଆଇନ ସପକ୍ଷରେ ପ୍ରଚାର ଜୋରଦାର କରିଛି । ଏଥିପାଇଁ ବହୁ ସଭାସମିତି ସହ ପୋଷ୍ଟର ଜରିଆରେ ନୂଆ କୃଷି ଆଇନର ଲାଭ ବିଷୟରେ ଡିଣ୍ଡିମ ପିଟୁଛି । ଏହାରି ଭିତରେ ଏକ ପୋଷ୍ଟର ସାମ୍ନାକୁ ଆସିଥିଲା । ଉକ୍ତ ପୋଷ୍ଟରରେ ଜଣେ ଯୁବ ଚାଷୀଙ୍କ ଫଟୋ…

ମଧ୍ୟପ୍ରଦେଶ ଉପନିର୍ବାଚନ: ବିଜେପି ଆଗରେ

ଭୋପାଳ - ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଜଣାପଡ଼ବ । ୧୯ଟି କେନ୍ଦ୍ରରେ ଭୋଟ୍ ଗଣନା ଚାଲିଛି । ୨୮ ଟି ବିଧାନସଭା ଆସନ ମଧ୍ୟରୁ ୨୦ଟି ଆସନର ଟ୍ରେଣ୍ଡ ଆସିଛି । ଏହି ୨୦ ଆସନ ମଧ୍ୟରୁ ବିଜେପି ୧୪ଟିରେ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। ଏହି…