Browsing Tag

BJP

ବିଧାନସଭା ଉପନିର୍ବାଚନ ପ୍ରଚାରରେ କାହିଁକି ବୈଜୟନ୍ତ ଅନୁପସ୍ଥିତ ?

ବାଲେଶ୍ୱର- ତିର୍ତୋଲ ଓ ବାଲେଶ୍ୱର ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସରଗରମ ହୋଇଛି ପ୍ରଚାର । ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଲାଗିପଡିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ…

ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି

ଭୁବନେଶ୍ୱର- ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ୩୦ ଜଣ ଲେଖାଏଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ…

ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର- ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ଆସନରୁ ମାନସ କୁମାର ଦତ ପ୍ରାର୍ଥୀ କରିଛି ଦଳ । ତିର୍ତୋଲ ଆସନରୁ ରାଜକିଶୋର ବେହେରା ହେବେ ପ୍ରାର୍ଥୀ । ଦୁଇଟି ଆସନରେ ଆସନ୍ତାମାସ ୩ ତାରିଖରେ ମତଦାନ ହେବ । ୧୦…

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା ଚୂଡାନ୍ତ, ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ଲଢିବ

ପାଟନା- ବିହାର ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ୨୪୩ ଆସନରୁ ଜେଡିୟୁ ୧୧୫ଟି ଆସନରେ ଲଢିବ । ଜେଡିୟୁ ନିଜ କୋଟାରୁ ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାକୁ -ଏଚଏମମକୁ ୭ଟି ଆସନ ଛାଡିଦେଇଛି । ବିଜେପି ୧୨୧ ଆସନରେ ଲଢିବ । ବିଜେପି ନିଜ କୋଟାରୁ…