ଜାମିନ ପାଇଁ ଆର୍ୟନଙ୍କ ଅପେକ୍ଷା ବଢ଼ିଲା, ମଙ୍ଗଳବାର ଶୁଣାଣି କରିବେ ହାଇକୋର୍ଟ
ମୁମ୍ବାଇ: ଆର୍ୟନ ଖାନଙ୍କ ଜାମିନ ଉପରେ ଶୁଣାଣି ୨୬ ଅକ୍ଟୋବର ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ହେବ। ଅକ୍ଟୋବର ୨୦ରେ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି…