Browsing Tag

Chief Minister Naveen Patnaik

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର - ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଗୁରୁତର ରୋଗୀଙ୍କ ଏୟାରଲିଫଟିଂ ପାଇଁ ଏହି ସେବା ପ୍ରଜୁଯ୍ୟ ।

ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓ-ହବ୍‌, ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ସେଂଟର ଅତ୍ୟାଧୁନିକ ଭିତ୍ତିଭୂମିରେ ସଜ୍ଜିତ ହୋଇଛି । ଅଧିକ ସଂଖ୍ୟକ ଷ୍ଟାର୍ଟ ଅପ୍ ଏହି…