Browsing Tag

CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର- ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ ହେବ ବୋଲି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସରପଂଚଙ୍କଠାରୁ ମନ୍ତ୍ରୀ ଯାଁଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ…

ଉତ୍ତର ଓଡିଶାର ଦ୍ବିତୀୟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତ

ଭୁବନେଶ୍ୱର- ବାରିପଦାରେ ଥିବା ଉତ୍ତର ଓଡିଶାର ଦ୍ବିତୀୟ ବିଶ୍ୱବିଦ୍ୟାଳର ନାମ ପରିବର୍ତନ ପାଇଁ ବିଜେଡି ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରୁ ଏହି ପ୍ରସ୍ତାବ ଆସିଛି । ବୈଠକରେ ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରିବାକୁ ପ୍ରସ୍ତାବ…

୫-ଟି: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ

ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍‌ଧ ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର…

ଓଡିଶା ଇପିଏଫ ପେନସନଧାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମୁଖ୍ୟମନ୍ତୀ

ଭୁବନେଶ୍ୱର- ରାଜ୍ୟରେ ଥିବା ୧. ୬୨ ଲକ୍ଷ ଇପିଏଫ ପେନସନଧାରୀଙ୍କ ସମସ୍ୟା ନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେନସନ ସଂପର୍କିତ କିଛି ସମସ୍ୟା କେନ୍ଦ୍ର ସରକାରଙ୍କଠାରେ ପଡିରହିଛି । ଇପିଏସ-୯୫ ଆଧାରରେ ପେନସନଧାରୀଙ୍କ…

ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ସୁପାରିଶ ଘଟଣା ପ୍ରଥମ ।…