ଏମଏସଏମଇ କ୍ଷେତ୍ର ପାଇଁ ୨୮୯ ଦଶମିକ ୪୨ କୋଟିିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ରାଜ୍ୟରେ ଏମଏସଏମଇ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଏହି କ୍ଷେତ୍ର ପାଇଁ ୨୮୯ ଦଶମିକ ୪୨ କୋଟିର ପ୍ୟାକେଜ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିରେ ଏମଏସଏମଇ କ୍ଷେତ୍ରର ସୁଧାର ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୭୦…