Browsing Tag

Cyclone Gulab

ଗଭୀର ଅବପାତର ରୂପ ନେଲା ଅବପାତ, ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ସମ୍ଭାବନା,୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ଗଞ୍ଜାମ, ରାୟଗଡା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ…

ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରେଡ୍ ଆଲର୍ଟ

ବ୍ରହ୍ମପୁର:  ସମ୍ଭାବ୍ୟ ବାତ୍ୟା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୯୦ କିମି ରହିପାରେ। ଏହା ମଧ୍ୟ ବିପଦଜନକ। ବର୍ତ୍ତମାନ ନଦୀ ମାନଙ୍କରେ ପାଣି ଭରି ରହିଛି। ତେଣୁ ପ୍ରବଳ ବର୍ଷା ହେଲେ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇପାରେ। ଗଞ୍ଜାମ ଜିଲ୍ଲାକୁ ଏ ଦୃଷ୍ଟିରୁ ରେଡ୍ ଆଲର୍ଟ ଜାରି…

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବ୍ରହ୍ମପୁର/ପାରଳାଖେମୁଣ୍ଡି – ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଦ୍ୱାରା ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଗଞ୍ଜାମ ଜିଲ୍ଲାପାଳ ବିଜୟ…