ପେନସିଲଭେନିଆରେ ଟ୍ରମ୍ପଙ୍କୁ ଝଟକା: ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନ ଖାରଜ
ୱାଶିଂଟନ - ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଝଟକା ଲାଗିଛି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଟ୍ରମ୍ପ୍ କରିଥିବା ଆବେଦନକୁ ପେନସେଲଭେନିଆର ଫେଡେରାଲ କୋର୍ଟ ଖାରଜ କରିଦେଇଛନ୍ତି । ପେନସେଲଭେନିଆ ପ୍ରଦେଶରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ରୋକ୍ ଲଗାଇବା ପାଇଁ ଟ୍ରମ୍ପ୍…