Browsing Tag

Facebook

ଫେସବୁକ୍ ନାମ ବଦଳି ହେଲା ‘ମେଟା’

ସାନ୍ ଫ୍ରାନ୍ସିସ୍କୋ: ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି। କମ୍ପାନୀର ନାମ ପରିବର୍ତ୍ତନ କରାଯାଇ 'ମେଟା' ରଖାଯାଇଥିବା ସେ କହିଛନ୍ତି | କମ୍ପାନୀର କନେକ୍ଟ ଇଭେଣ୍ଟରେ ଏହା ଘୋଷଣା କରାଯାଇଛି। ନାମ ପରିବର୍ତ୍ତନ ନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ନୂଆ…

ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍‌, ଫେସବୁକକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ - ନୂଆ ପ୍ରାଇଭେସି ପଲିସି ନେଇ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଫେସବୁକ୍ ଓ ହ୍ୱାଟ୍‌ସଆପ୍‌କୁ ନୋଟିସ୍ ଜାରି କରିଛନ୍ତି । ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍ ଓ ଫେସବୁକ୍ ଠାରୁ ସର୍ବୋଚ୍ଚ ନ୍ୟାୟାଳୟ ଲିଖିତ ପ୍ରତିଶ୍ରୁତି ଚାହିଁଛନ୍ତି ।…