ଟ୍ରାକ୍ଟର ରାଲି ଜିଦ୍ରେ ଅଟଳ କୃଷକ ସଂଗଠନ, ଦିଲ୍ଲୀ ପୋଲିସ ସହ ବୈଠକ ବିଫଳ
ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ନେଇ କୃଷକ ସଂଗଠନ ଅଡ଼ି ବସିଛନ୍ତି । ଏହି ପ୍ରସଙ୍ଗରେ କୃଷକ ସଂଗଠନ ଓ ଦିଲ୍ଲୀ ପୋଲିସ୍ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ପୋଲିସ୍ ଚାହୁଁଛି ଯେ,…