Browsing Tag

Farmers’ Protest

ଚାଷୀ ଆନ୍ଦୋଳନକୁ ପୂରିଲା ମାସେ: କେନ୍ଦ୍ରର ଆଲୋଚନା ପ୍ରସ୍ତାବ ଉପରେ ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଳୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ମାସେ ପୂରିଛି । ତଥାପି ଅଚଳାବସ୍ଥା ଦୂର ହୋଇପାରି ନାହିଁ । ଚାଷୀ ଓ ସରକାର ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ତେବେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଦିଆଯାଇଥିବା ନିମନ୍ତ୍ରଣ ଉପରେ ଆଜି କୃଷକ ସଂଗଠନ ନିଷ୍ପତ୍ତି ନେବା…

ବିଜେପିର ‘ପୋଷ୍ଟର ବୟ’ ବି ଚାଷୀ ଆନ୍ଦୋଳନରେ ସାମିଲ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ବିଜେପି କୃଷି ଆଇନ ସପକ୍ଷରେ ପ୍ରଚାର ଜୋରଦାର କରିଛି । ଏଥିପାଇଁ ବହୁ ସଭାସମିତି ସହ ପୋଷ୍ଟର ଜରିଆରେ ନୂଆ କୃଷି ଆଇନର ଲାଭ ବିଷୟରେ ଡିଣ୍ଡିମ ପିଟୁଛି । ଏହାରି ଭିତରେ ଏକ ପୋଷ୍ଟର ସାମ୍ନାକୁ ଆସିଥିଲା । ଉକ୍ତ ପୋଷ୍ଟରରେ ଜଣେ ଯୁବ ଚାଷୀଙ୍କ ଫଟୋ…

୨୭ ଦିନରେ ଚାଷୀଙ୍କ ଆନ୍ଦୋଳନ, ଆଲୋଚନା ପାଇଁ ସରକାରଙ୍କ ନିମନ୍ତ୍ରଣ ଉପରେ ଆଜି ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ - ଆଜି ହେଉଛି ଚାଷୀ ଆନ୍ଦୋଳନର ୨୭ତମ ଦିନ । ସରକାରଙ୍କ ସହ ଆଲୋଚନା ନିମନ୍ତ୍ରଣ ଉପରେ ଆଜି ଚାଷୀମାନଙ୍କ ବୈଠକ ହେବ । ଏଥିରେ ପଞ୍ଜାବ ଏବଂ ଜାତୀୟ କୃଷକ ସଂଗଠନର ନେତାମାନେ ସାମିଲ ହେବେ। ସରକାରଙ୍କ ସହ ଆଲୋଚନା କରାଯିବ କି ନାହିଁ ତାହା ସେମାନେ ସ୍ଥିର କରିବେ। ରବିବାର ରାତିରେ…

ମୋଦିଙ୍କ ‘ମନ୍ କି ବାତ୍’ ପ୍ରସାରଣ ସମୟରେ ଥାଳି ବଜାଇବେ ଚାଷୀ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୬ ଦିନରେ ପହଂଚିଛି । କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆଜି ଦିନିକିଆ ଅନଶନ ଘୋଷଣା କରିଛନ୍ତି। ସ୍ୱରାଜ ଅଭିିଯାନ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଚାଷୀମାନେ କୃଷି ଆଇନ ବିରୋଧରେ ସମସ୍ତ ପିକେଟିଂ ସ୍ଥାନରେ ୨୪ ଘଣ୍ଟା ଉପବାସ…

ଆଜି ପୁଣି ଚାଷୀଙ୍କ ଅନଶନ, ଆଲୋଚନା ପାଇଁ ଆମନ୍ତ୍ରଣ କଲେ ସରକାର

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଆଜି ୨୬ତମ ଦିନ । ଆଜି ଚାଷୀମାନେ ଦିନସାରା ଅନଶନ ରହିବେ । ୨୫ ରୁ ୨୭ ଡିସେମ୍ବର ମଧ୍ୟରେ ହରିୟାଣାରେ ସବୁ ଟୋଲ୍ ମାଗଣା କରାଯିବ । ରବିବାର ଚାଷୀମାନେ ଏହି ଘୋଷଣା କରିଛନ୍ତି । ଏହାର ମାତ୍ର ୫ ଘଣ୍ଟା ପରେ ସରକାର ଆଲୋଚନା ପାଇଁ…

ଚାଷୀ ଆନ୍ଦୋଳନରେ ପୁଣି ଆତ୍ମହତ୍ୟା

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଭଟିଣ୍ଡାର ଜଣେ ୨୨ ବର୍ଷୀୟ ଯୁବ ଚାଷୀ ଗୁରୁଲାଭ ସିଂ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନରୁ ସେ ଦୁଇଦିନ ତଳେ ଫେରିଥିଲେ । ଭଟିଣ୍ଡାର ଦୟାଲପୁର…

ଦିଲ୍ଲୀରେ ବଢ଼ୁଛି ଶୀତ, ତଥାପି ଜିଦ୍‌ରେ ଅଟଳ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ – ଗତ କିଛିଦିନ ଧରି ଦିଲ୍ଳୀ ସମେତ ଉତ୍ତର ଭାତରରେ ଶୀତ ବଢ଼ିବାରେ ଲାଗିଛି । ଏହା ସତ୍ତ୍ୱେ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ହଜାର ହଜାର ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି । ହାଡ଼ଭଙ୍ଗା ଶୀତ ସେମାନଙ୍କ ମନୋବଳ ଭାଙ୍ଗିପାରି ନାହିଁ । ଖୋଲା ଆକାଶ ତଳେ ଗତ ୨୫…

ଚାଷୀ ଆନ୍ଦୋଳନ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀଙ୍କ ଅଧିକାର ରହିଛି କହିଲେ ସୁପ୍ରିମକୋର୍ଟ, କୃଷି ଆଇନକୁ…

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀମାନଙ୍କ ଅଧିକାର ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କୁ ଜାତୀୟ ରାଜପଥରୁ ହଟାଇବା ପାଇଁ ଆଗତ ଏକାଧିକ ପିଟିସନର ଶୁଣାଣି ବେଳେ ଗୁରୁବାର ସୁପ୍ରିମକୋର୍ଟ ଏହି ମତବ୍ୟକ୍ତ କରିଛନ୍ତି ।…

ଚାଷୀ ଆନ୍ଦୋଳନ: କମିଟି ଗଠନ କରି ସମାଧାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ - ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବା ପାଇଁ ଆଗତ ଏକ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। କୃଷକ ସଂଗଠନ ଗୁଡିକୁ ପକ୍ଷଭୁକ୍ତ କରି କମିଟି ଗଠନ କରି ଏହାର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…