ଚାଷୀମାନଙ୍କୁ ରାସ୍ତାରୁ ହଟାଇବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଆଜି ହେଉଛି ୨୧ତମ ଦିନ । ଚାଷୀମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇବା ପାଇଁ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଆବେଦନ ଆଇନ ଛାତ୍ର ଋଷଭ ଶର୍ମାଙ୍କ ଦ୍ବାରା କରାଯାଇଥିଲା। ସେ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ଯୋଗୁଁ ରାସ୍ତା ଅବରୋଧ…