Browsing Tag

Ganjam

ଛତ୍ରପୁର ତାମ୍ପରା ନିକଟରେ ଓଲଟିଲା ଏଲିପିଜି ଟ୍ୟାଙ୍କର

ବ୍ରହ୍ମପୁର-ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥର ତାମ୍ପରା ନିକଟରେ ଏକ ଏଲପିଜି ଟ୍ୟାଙ୍କର ଓଲଟି ପଡିଛି । ଘନ କୁହୁଡି ଯୋଗୁଁ ଟ୍ୟାଙ୍କରଟି ଓଲଟି ପଡିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ ସହ ପୋଲିସ ପହଂଚିଛି । ଛତ୍ରପୁର ତହସିଲଦାର ମଧ୍ୟ ସେଠାରେ ପହଂଚିଛନ୍ତି ।…

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖେ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର- ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ରମୋଦ ଉଦ୍ୟାନକୁ ଲୋକାର୍ପିତ କରିଛନ୍ତି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତ୍ରୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ…

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଆସନ୍ତାମାସ ୩ ତାରିଖରୁ ଖୋଲିବ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଆସନ୍ତାମାସ ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ । କୋରୋନା ମହାମାରୀ ଯୋଗୁଁ ମନ୍ଦିର ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା । କୋରୋନା କଟକଣା ମଧ୍ୟରେ ଭକ୍ତ ମାଆଙ୍କୁ ଦର୍ଶନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏସଓପି ଜାରି କରିଛି ।…