ଆନ୍ଧ୍ର ସୀମା ଉପାନ୍ତ ଗାଁରେ ଟିକାକରଣ
ପାତ୍ରପୁର: ଯଦିଓ ଏସବୁ ଗ୍ରାମ ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ରହିଛି, ହେଲେ ଭୌଗୋଳିକ ଅବସ୍ଥିତି ଏତେ ଦୁର୍ଗମ ଯେ ଏହି ଉପାନ୍ତ ଗାଁମାନଙ୍କରେ ପହଞ୍ଚିବା ଏତେ ସହଜ ନୁହେଁ। ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ଅବସ୍ଥିତ ଏସବୁ ଗ୍ରାମ। ପଡ଼ୋଶୀ…