Browsing Tag

Ganjam

ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମ ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରୁ ସ୍ମାର୍ଟ ହେଲ୍‌ଥ…

ବାତ୍ୟା ପ୍ରଭାବ : ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୮ ମିମି ବର୍ଷା

ଭୁବନେଶ୍ୱର- ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁରଠାରୁ ୧୩୦ କିମି, ପୁରୀରୁ ୧୮୦, ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି । ଏ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସୁଦ୍ଧା ଜୱାଦ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ…

ଗଞ୍ଜାମ ଜିଲ୍ଲାରେ ୨୨୬ ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର, ବ୍ରହ୍ମପୁରରେ ନାଳ ସଫେଇ ତ୍ବରାନ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଗର୍ଭବତୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସିଛି। ସେଥିପାଇଁ ସାରା ଜିଲ୍ଲାରେ ପ୍ରସୂତୀଙ୍କୁ ଆଗୁଆ ସୁରକ୍ଷିତ ପ୍ରସବ ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେମିତି ବାତ୍ୟା ସମୟରେ ସେମାନଙ୍କୁ କୋୖଣସି ସମସ୍ୟାର ସମ୍ମୁଖୀନ…

କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣା, ଶୌଚ ହୋଇ ବାଇକରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହୋଇ ୨ ମୃତ

କବିସୂର୍ଯ୍ୟନଗର – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ମର୍ଦ୍ଦରାଜ ହାଇସ୍କୁଲ ଛକ ଆଗରେ ଟ୍ରକ୍ ଧକ୍କାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଶିଖରପୁର ସାହିର ବାସିନ୍ଦା ସପନୀ ଓ ଅଜିତ ଦାଶ । ସୂଚନା ଅନୁସାରେ ଆଜି ସକାଳେ…