Browsing Tag

Ganjam

ବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ ଆରମ୍ଭ: ସୁଫଳ ପାଇବେ ଗୋପାଳପୁର ସହ ୪ ନିର୍ବାଚନମଣ୍ଡଳୀ ବାସିନ୍ଦା

ବ୍ରହ୍ମପୁର: ଦୀର୍ଘ ଦିନର ଦାବି ପୂରଣ ହେବ। ଅନେକ ଦିନର ସମସ୍ୟା ସମାଧାନ ହେବ। ସୁଧୁରିବ ଟ୍ରାଫିକ୍ ସମସ୍ୟା। ରାସ୍ତାରେ ଜନଗହଳି ସାଙ୍ଗକୁ ଯାନବାହନର ଭିଡ଼ କମିବ। ସିଧାସଳଖ ସୁଫଳ ପାଇବେ ଗୋପାଳପୁର ସମେତ ବ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବାସିନ୍ଦା। ବିଶେଷ କରି…

ସୌନ୍ଦର୍ଯ୍ୟରେ ଭରି ଯାଉଛି ଗ୍ରାମ୍ୟ ପରିବେଶ

ଲେଖକ: ପ୍ରତିଭା ନେପାକ ଗାଁ ଆଉ ଆଗ ଭଳି ମଫସଲ ହୋଇ ରହିନି। କଚ୍ଚା ଓ ଖାଲଖମାରେ ଭରି ରାସ୍ତା ନାହିଁ କି ଦଳଭର୍ତ୍ତି ପୋଖରୀ ନାହିଁ। ଗୋବର ପଡ଼ି ରହିଥିବା ଗୁହାଳ ଘର ନାହିଁ କି ପୋଖରୀ କଡ଼ରେ ଖୋଲାରେ ମଳତ୍ୟାଗ ଦେଖିବାକୁ ମିଳୁନି। ଆଉ ଦୃଶ୍ୟମାନ ହେଉନି ଅବିକଶିତ ଓ ଗାଉଁଳିଆ ପରିବେଶ। ବରଂ…

ଟ୍ରକ୍ ନେଲା ଚାଷୀଙ୍କ ଜୀବନ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାଟପୁର: ବିଲକୁ ଚାଷ କାମ କରିବା ପାଇଁ ଯାଉଥିବା ବେଳେ ଜଣେ ଚାଷୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶେରଗଡ଼ ନିକଟ ପଲୀପଦ୍ମନାଭପୁର ଛକ ରାସ୍ତାରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ସାମନ୍ତରାପୁରର ମୋହନ ଗୌଡ଼ଙ୍କ ପ୍ରାଣହାନୀ ଘଟିଛି। ତାଙ୍କ ବୟସ ୪୮ ବର୍ଷ ହେବ। ଦୁର୍ଘଟଣାରେ ଜଣେ ମୋଟର ସାଇକେଲ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଗଞ୍ଜାମ ଓ କନ୍ଧମାଳ ବିଜେଡି ନେତୃବୃନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୪ ବ୍ଲକ୍‌ ଯଥା ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଏବଂ ଖଲ୍ଲିକୋଟର ୩୦୪ ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୨୫ କୋଟି ୭୫ ଲକ୍ଷ ୬୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକେ ପାଇପ୍ ଟ୍ୟାପ୍ ଯୋଗେ ପିଇବା ପାଣି ପାଇବେ।…

ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଗଣ ଅଭିଯାନ

ବ୍ରହ୍ମପୁର -ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ 2 ଦିନିଆ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ନିଆଯିବା…