Browsing Tag

Hockey India

ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହକିକୁ ଭାରତର ଜାତୀୟ ଖେଳର ମାନ୍ୟତା ଦେବାକୁ ଦାବିକରି ଆଗତ ଏକ ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ହକି ଆନୁଷ୍ଠାନିକ ଭାବେ ଏହି ମାନ୍ୟତା ପାଇନାହିଁ। ଜାତୀୟ ଖେଳର ମାନ୍ୟତା ପ୍ରଦାନ କରାଗଲେ ଦେଶରେ ହକିକୁ…

ହକି ଯାଦୁକରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ୍ୟାନଚାନ୍ଦ ନିଜର ଅପୂର୍ବ ହକି କୌଶଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବଶୀଭୂତ କରିଥିଲେ । ସେ ମଧ୍ୟ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ ।…

ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ,ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର – ଭୁବନେଶ୍ୱରରେ ପହଂଚିଛନ୍ତି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ । ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ହକି ଦଳ ମଧ୍ୟ ପହଂଚିଛନ୍ତି । ବିମାନ ବନ୍ଦରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସ୍ୱାଗତ କରିଥିଲେ । ପରେ…

ଲଢୁଆ ଖେଳ ପାଇଁ ମହିଳା ହକି ଦଳକୁ ନବୀନଙ୍କ ସାବାସି

ଭୁବନେଶ୍ୱର –ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚରେ ଲଢୁଆ ଖେଳ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଦଳକୁ ପ୍ରଶଂସା କରିଛନ୍ତି । ଏଭଳି ଲଢୁଆ ମନୋଭାବ ବଜାୟ ରଖି ସମସ୍ତଙ୍କୁ ପ୍ରେରଣା ଦେବାକୁ ଭାରତୀୟ ମହିଳା ହକି ଦଳକୁ ଆହ୍ୱାନ ଦେଇଛନ୍ତି…

ଲଢେଇ କରି ଅଳ୍ପକେ ହାରିଲେ, ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତକୁ ଚତୁର୍ଥ ସ୍ଥାନ

ଟୋକିଓ – ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ , ବ୍ରିଟେନଠାରୁ ୩-୪ ଗୋଲରେ ପରାସ୍ତ ହୋଇଛି । ବେଶ ରୋମାଂଚକର ମ୍ୟାଚରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଏପରିକି ଭାରତ ୩-୨ରେ ଆଗୁଆ ରହିଥିଲା । କିନ୍ତୁ…