Browsing Tag

Hockey India

ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ଖେଳାଳିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଆଗକୁ ବି ସଫଳ ପ୍ରଦର୍ଶନ ଜାରି…

ଭୁବନେଶ୍ୱର- ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷର ମରୁଡି ଶେଷ କଲା ପରେ ଭାରତୀୟ ହକି ଦଳକୁ ଚାରିଆଡୁ ପ୍ରଶଂସା ଓ ଅଭିନ୍ଦନର ସୁଅ ଛୁଟୁଛି । ଭାରତୀୟ ହକିର ଏହି ଗୌରବମୟ କ୍ଷଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ସାରାଦେଶ ଶତମୁଖ । ଗତ ୪…

ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି…

ଟୋକିଓ - ପୁରୁଷ ଦଳ ପରେ ଭାରତୀୟ ମହିଳା ହକି ଦଳ ବି ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ, ବିଶ୍ୱର ଦୁଇ ନମ୍ବର ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକମାତ୍ର ଗୋଲରେ…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଶୋଚନୀୟ ପରାଜୟ, ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ: ଅଲିମ୍ପିକ୍ସର ପୁଲ୍ 'ଏ' ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା, କିନ୍ତୁ ଏହି ମ୍ୟାଚରେ ଦଳ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରଛି । ଅଷ୍ଟ୍ରେଲିଆ ପାଇଁ…

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ବିଜୟ ଅଭିଯାନ, ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା

ଟୋକିଓ: ଚାରି ଦଶନ୍ଧି ପରେ ଅଲିମ୍ପିକ୍ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭାରତ ପକ୍ଷରୁ ରୂପିନ୍ଦର ପାଲ୍ ସିଂ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଗୋଟିଏ ଗୋଲ୍ ସ୍କୋର…

ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ ଜିଲ୍ଲାର ୪ ହକି ଖେଳାଳି, ଉତ୍ସାହ ଭରିବା ପାଇଁ ରାଉରକେଲା ମହାନଗର ନିଗମର କ୍ୟାମ୍ପେନ

ରାଉରକେଲା, ୨୨ ଜୁଲାଇ ୨୦୨୧: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସାମିଲ ହୋଇଥିବା ଭାରତୀୟ ହକି ଟିମରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହା ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଭାରତୀୟ ହକି ଟିମ୍ ସହିତ ସ୍ଥାନୀୟ ଖେଳାଳିମାନଙ୍କ ମନରେ ଉତ୍ସାହ ଭରିବା ପାଇଁ ରାଉରକେଲା…

ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ମହିଳା ଅଲିମ୍ପିକ୍‌ସ ହକି ଦଳର ଏକମାତ୍ର ଓଡିଆ ସଦସ୍ୟ ଦୀପଗ୍ରେସ ଏକ୍କାଙ୍କୁ ଉପଅଧିନାୟକ କରାଯାଇଛି । ସେହିପରି ବୀରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ପୁରୁଷ…

ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ…

ଅଲିମ୍ପିକ୍ସ ପୁରୁଷ ହକି ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ହକି ପାଇଁ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି । ଏଥିରେ ଦୁଇ ଓଡିଆଙ୍କୁ ସ୍ଥାନ ମିଳିଛି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଜାତୀୟ ହକି ଦଳରେ ସ୍ଥାନ ମିଳିଛି । ୧୬ ଜଣିଆ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଭାରତ ପାଇଁ…