Browsing Tag

ICC

ସୌରଭ ଗାଙ୍ଗୁଲି ହେଲେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍

ଦୁବାଇ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ଦିଆଯାଇଛି | ଏବେ ସେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଗଭର୍ଣ୍ଣିଂ ବୋର୍ଡ ଏହା ସ୍ପଷ୍ଟ କରିଛି। ଅନିଲ କୁମ୍ବଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲି ଏହି ଦାୟିତ୍ବ ଗ୍ରହଣ କରିବେ।…

ଟି-୨୦ ବିଶ୍ୱକପ: ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ରେ ଜଣେ ବି ଭାରତୀୟ ନାହାଁନ୍ତି, ବାବର ଅଧିନାୟକ…

ଦୁବାଇ: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛି। ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଆଇସିସି 'ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଘୋଷଣା କରିଛି । ତେବେ ଏଥିରେ ଜଣେ…

ସ୍ପଷ୍ଟ କଲେ ଗାଙ୍ଗୁଲି, ୟୁଏଇ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରୁ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି । ଏହି ମେଗା ଇଭେଣ୍ଟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ, ଚତୁର୍ଥ ଦିବସର ଖେଳ ବାତିଲ୍‌, ପ୍ରଶଂସକ ନିରାଶ

ସାଉଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ରିଜର୍ଭ ଦିବସକୁ ମିଶାଇ ଆଉ ଦୁଇଦିନର ଖେଳ ବାକି ଥିଲେ ମଧ୍ୟ ଏହି ଐତିହାସିକ ମ୍ୟାଚ୍ ଡ୍ର’ରେ ଶେଷ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପାଳି ସମ୍ଭାଳିଲେ କୋହଲି, ରାହାଣେ, ଭାରତ ୧୪୬/୩

ସାଉଥମ୍ପଟନ,୧୯ ।୬: ପ୍ରଥମ ଦିନ ବର୍ଷାରେ ଧୋଇ ହୋଇଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲର ଦ୍ୱିତୀୟ ଦିବସର ଖେଳ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ୬୪.୪ ଓଭର ସମ୍ଭବ ହୋଇଛି । ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନର ଖେଳ ଆଗୁଆ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଭାରତ…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆରମ୍ଭରେ ବିଳମ୍ବ, ବର୍ଷା ଧୋଇନେଲା ପ୍ରଥମ ସେସନ୍

ସାଉଥମ୍ପଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆରମ୍ଭରୁ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ପ୍ରଥମ ସେସନ୍ ଧୋଇ ହୋଇଯାଇଛି । ଆଜି ସକାଳୁ ସାଉଥମ୍ପଟନରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ଟସ୍ ବି ସମ୍ଭବ ହୋଇନାହିଁ । ଫଳରେ ପ୍ରଥମ ସେସନର ଖେଳ…

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ

ସାଉଥମ୍ପଟନ: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । କ୍ରିକେଟର ଏହି କ୍ଲାସିକାଲ ଫର୍ମାଟରେ ଶ୍ରେଷ୍ଠତ୍ୱ ପାଇଁ ସାଉଥମ୍ପଟନର ଏଜିସ୍ ବାଉଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍ ୱିଲିୟମସନଙ୍କ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ଚତୁର୍ଥ ସ୍ଥାନକୁ ଉନ୍ନୀତ, ଶୀର୍ଷକୁ ଫେରିଲେ ସ୍ମିଥ୍‌

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । କୋହଲି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନକୁ…