ଓଡିଶା ପାଇଁ ପୁଣି ବାତ୍ୟା ବିପଦ, ୪ ତାରିଖରେ ସ୍ଥଳଭାଗ ଛୁଇଁବ, ୩ ତାରିଖ ରାତିରୁ ପ୍ରବଳ ବର୍ଷିବ
ଭୁବନେଶ୍ୱର – ଓଡିଶା ପାଇଁ ପୁଣି ବାତ୍ୟା ବିପଦ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି । ଡିସେମ୍ବର ୪ ତାରିଖ ସକାଳେ ସମ୍ଭାବ୍ୟ…