ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତୀୟ ଏକାଦଶରେ ଗିଲ, ପନ୍ତ, ସିରାଜ ଓ ଜାଡେଜା ସାମିଲ
ମେଲବର୍ଣ୍ଣ, - ଶନିବାର ଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତୀୟ ଦଳ ଏକାଦଶ ଘୋଷଣା ହୋଇଛି । ଦଳରେ ଚାରୋଟି ପରିବର୍ତ୍ତନ କରଯାଇଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସହ ରିଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତୀୟ…