Browsing Tag

IPL 2021

କେକେଆରକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚତୁର୍ଥ ଥର ଆଇପିଏଲ୍ ଚାମ୍ପିୟନ୍

ଦୁବାଇ: ତିନି ବର୍ଷ ପରେ ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଆଇପିଏଲ୍ ଚାମ୍ପିୟନ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୨୭ ରନରେ ହରାଇ ଚେନ୍ନାଇ ଚତୁର୍ଥ ଥର ପାଇଁ ଟାଇଟଲ୍ ଜିତିଛି । ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ୩୦୦ତମ ଟି୨୦ ମ୍ୟାଚରେ…

ଆଜି ଆଇପିଏଲର ଗ୍ରାଣ୍ଡ ଫାଇନାଲ୍, ଟ୍ରଫି ପାଇଁ ସୁପରକିଙ୍ଗ୍ସ-ନାଇଟ୍ ରାଇଡର୍ସ ଲଢ଼େଇ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟ ଭାରତରେ ହେବା ପରେ କରୋନା କାରଣରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଟୁର୍ଣ୍ଣାମେଣ୍ଟର…

ଆଜି ଆଇପିଏଲ୍ ଏଲିମିନେଟରରେ ଆରସିବି-କେକେଆର୍ ଲଢେଇ

ଶାରଜା: ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି…

ସନରାଇଜର୍ସ ହାଇଦ୍ରାବାଦ ବୋଲର ଟି.ନଟରାଜନ କରୋନା ପଜିଟିଭ୍

ଦୁବାଇ: ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି । ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି.ନଟରାଜନ କରୋନା ପଜିଟିଭ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଆଜି ଖେଳାଯିବାକୁ ଥିବା ହାଇଦ୍ରାବାଦ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ନେଇ ଅନିଶ୍ଚିତତା…

ଆଇପିଏଲ୍-୧୪: ଆରମ୍ଭରୁ ହିଁ ରୋମାଞ୍ଚ, ଶେଷ ବଲରେ ମୁମ୍ବାଇକୁ ହରାଇ ଅଭିଯାନ ଆରମ୍ଭ କଲା ଆର୍‌ସିବି

ଚେନ୍ନାଇ - ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜ୍‌ର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ରୋମାଞ୍ଚକର ମ୍ୟାଚରୁ ଆଇପିଏଲ୍-୧୪ ଆରମ୍ଭ ହୋଇଛି । ଏଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆରସିବି ଶେଷ ବଲରେ ମୁମ୍ବାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଆରସିବି ଏହି ମ୍ୟାଚ୍…

ଏପ୍ରିଲ ୯ରୁ ଆଇପିଏଲର ପରବର୍ତ୍ତୀ ସଂସ୍କରଣ, ମେ ୩୦ରେ ଫାଇନାଲ

ମୁମ୍ବାଇ - ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଏହି ବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ । ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍ । ଚେନ୍ନାଇରେ ଖେଳାଯିବ ଏହି ମ୍ୟାଚ୍ । ପ୍ରାୟ ଦୁଇ ବର୍ଷ ପରେ ପୁଣି ଭାରତ ମାଟିରେ ଖେଳାଯିବ…

ଆଇପିଏଲ୍ ନିଲାମ: ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହେଲେ କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା…

ଚେନ୍ନାଇ – ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ପାଇଁ ଗୁରୁବାର ଖେଳାଳି ନିଲାମ ଆରମ୍ଭ ହୋଇଛି । ଦକ୍ଷିଣ ଆଫ୍ରିକାର ଭେଟେରାନ ଅଲରାଉଣ୍ଡର କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୧୬.୨୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ଏଥିସହ ମୋରିସ୍ ଟିମ୍…

ଆଇପିଏଲ ନିଲାମ ପ୍ରକ୍ରିୟାରେ ଓଡିଶାର ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି

ମୁମ୍ବାଇ - ଆଇପିଏଲ ନିଲାମ ପ୍ରକ୍ରିୟାରେ ଓଡିଶାର ଦୁଇ କ୍ରିକେଟର ବି ସାମିଲ ହେବେ । ସେମାନେ ହେଲେ ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି । ଉଭୟ ଖେଳାଳି ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ ବର୍ଗରେ ରହିଛନ୍ତିି । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଏହି…