Browsing Tag

Jammu and Kashmir

ପୁଞ୍ଚ୍ ଏନକାଉଣ୍ଟର: ନିଖୋଜ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର, ସହିଦ୍ ସୈନିକଙ୍କ ସଂଖ୍ୟା ୯ରେ ପହଞ୍ଚିଲା

ଶ୍ରୀନଗର: ଜାମ୍ମୁର ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ୯ ସୈନିକ ସହିଦ ହୋଇଛନ୍ତି। ଆଜି ଏକ ଜୁନିୟର କମିଶନଡ୍ ଅଫିସର୍ (ଜେସିଓ) ଏବଂ ଜଣେ ଯବାନଙ୍କ ମୃତଦେହ ମିଳିଛି | ଅକ୍ଟୋବର ୧୪ରୁ ଏହି ସୈନିକମାନେ ନିଖୋଜ ଥିଲେ | ଉଦ୍ଧାର ମୃତଦେହ ସୁବେଦାର ଅଜୟ…

ଜାମ୍ମୁ କାଶ୍ମୀରକୁ ପୁଣି ମିଳିପାରେ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଜାମ୍ମୁ କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ସହ ଏକ ବୈଠକ କରିବେ। ଏଥିରେ ଜାମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ ଜାମ୍ମୁ କାଶ୍ମୀର…

ଜାମ୍ମୁ କାଶ୍ମୀର ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ, ୭ ନାଗରିକ ଆହତ

ଶ୍ରୀନଗର - ଆଜି ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ସାତ ଜଣ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର…

ଜାମ୍ମୁକାଶ୍ମୀର କାଠୁଆରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ – ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲା ସଂଲଗ୍ନ ଅର୍ନ୍ତଜାତୀୟ ସୀମାରେ ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ୍ କରି ପାକିିସ୍ତାନୀ ରେଞ୍ଜର୍ସ ତରଫରୁ ଗୁଳି ବର୍ଷଣ କରାଯାଇଛି । ସକାଳ ପ୍ରାୟ ସାଢ଼େ ନଅଟାରୁ ପାକିସ୍ତାନ ପଟୁ ଗୁଳିବର୍ଷା ଆରମ୍ଭ…

ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଏନକାଉଣ୍ଟର

ଶ୍ରୀନଗର - ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୂଚନାନୁସାରେ,…

ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀରରେ ପ୍ରଥମ ଥର ନିର୍ବାଚନ, ଜିଲ୍ଲା ବିକାଶ ପରିଷଦ ପାଇଁ ଚାଲିଛି ମତଦାନ

ଶ୍ରୀନଗର – ଜାମ୍ମୁକାଶ୍ମୀରରେ ଆରମ୍ଭ ହୋଇଛି ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ । ଏଥିପାଇଁ ସବୁ ୪୩ଟି ଆସନରେ ଶନିବାର ସକାଳ ୯ରୁ ମତଦାନ ଜାରି ରହିଛି । ଧାରା ୩୭୦ ରଦ୍ଦ କରାଯିବା ପରେ ପ୍ରଥମ ଥର ଲାଗି ଜାମ୍ମୁକାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଆତଙ୍କବାଦୀଙ୍କ ଭୟ ଓ ପ୍ରବଳ…