Browsing Tag

Lakhimpur Kheri Violence

ଲକ୍ଷ୍ମୀପୁର ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏସ୍ଆଇଟି, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସିଆଇଟି ଏହି ଚାର୍ଜସିଟ୍ ସିଜେଏମ୍ କୋର୍ଟରେ ଦାଖଲ କରିଛି। ଆଶିଷ…

ଲକ୍ଷ୍ମୀପୁର ହିଂସା ମାମଲା ନେଇ କ୍ରମାଗତ ଦ୍ବିତୀୟ ଦିନ ବି ସଂସଦରେ ହଟ୍ଟଗୋଳ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଏସଆଇଟି ରିପୋର୍ଟକୁ ନେଇ ସଂସଦରେ କ୍ରମାଗତ ଦ୍ବିତୀୟ ଦିନ ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହି ମାମଲାରେ ବିରୋଧୀ ବର୍ତ୍ତମାନ ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ବାପା ତଥା…

ଲକ୍ଷ୍ମୀପୁର ଖେରୀ ହିଂସାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଲା ଏସ୍ଆଇଟି, ଆଶିଷ ମିଶ୍ରଙ୍କ ବିରୋଧରେ ଚାଲିବ ହତ୍ୟା…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏସଆଇଟି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଚାଷୀଙ୍କୁ ଗାଡିରେ ଦଳିବାର ପୁରା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଅଭିଯୁକ୍ତଙ୍କ ଉପରେ ଲାଗୁ ହୋଇଥିବା ଦଫା ମଧ୍ୟ ଏବେ ଏସ୍ଆଇଟି ପରିବର୍ତ୍ତନ କରିଛି |…

ଲକ୍ଷ୍ମୀପୁର ହିଂସା ମାମଲା: ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି କରିବେ ତଦନ୍ତର ତଦାରଖ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୁଣିଥରେ ଏକ ଏସଆଇଟି ଗଠନ କରିଛନ୍ତି। ଯାଞ୍ଚ୍ ର ତଦାରଖ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ନିଯୁକ୍ତି ଦିଆଯାଇଛି।…

ଲକ୍ଷ୍ମୀପୁର ହିଂସା ମାମଲା: ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଘଟଣାରେ ସମସ୍ତ ସାକ୍ଷୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ସାକ୍ଷୀଙ୍କ ବୟାନ…

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଦାବିରେ ପୁଣି ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଲା ସଂଯୁକ୍ତ କିସାନ୍…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ହୋଇଥିବା ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଏବଂ ଗିରଫ ଦାବି ସହ କୃଷକ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଅକ୍ଟୋବର ୨୬ରେ ପୁଣି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡ଼ାକରା…

ଲକ୍ଷ୍ମୀପୁର ହିଂସା ନେଇ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ…

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧୀ ଦଳ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ରାହୁଲଙ୍କ…

ଲକ୍ଷ୍ମୀପୁର ହିଂସା ମାମଲା: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଟିକୁନିଆ ଗ୍ରାମରେ ହୋଇଥିବା ହିଂସା ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧୀ ଦଳ ବୁଧବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବେ। ଦଳ କହିବାନୁସାରେ ଏହି ପ୍ରତିନିଧି ଦଳ ଅକ୍ଟୋବର ୩ରେ ହିଂସା ଘଟଣା…