ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା
କୋଲକାତା - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି । କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଲା ରାଜ୍ୟ କ୍ୟାବିନେଟ ଓ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମମତାଙ୍କୁ ନିକଟକୁ ପଠାଇ ଦେଇଛନ୍ତି । ଏହାର ଏକ ନକଲ…