ଲାଲ୍କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଲାଲ୍କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ ହୋଇଛି…