‘ମୋ ସ୍କୁଲ୍’ ଅଭିଯାନର ସ୍ୱଚ୍ଛତା ପାଇଁ ସୋସିଆଲ ଅଡିଟ୍, ଲୋକେ ଜାଣିବେ ଆୟବ୍ୟୟର ହିସାବ
ଭୁବନେଶ୍ୱର- ସ୍ୱଚ୍ଛତା ବଜାୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ‘ମୋ ସ୍କୁଲ୍’ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ୍ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନରେ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ଅର୍ଥ ବିନିଯୋଗର ସମୀକ୍ଷା ପାଇଁ ସୋସିଆଲ ଅଡିଟ୍…