Browsing Tag

Mo School Abhiyan

ଗଞ୍ଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ

ଛତ୍ରପୁର- ମୋ ପୋଷ୍ୟ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏ କ୍ରମରେ ଗଂଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।…

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନ : ଭୁବନେଶ୍ୱରର ଭୌମନଗର ଉପ୍ରା ସ୍କୁଲକୁ ପୋଷ୍ୟ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ । ଭୁବନେଶ୍ୱର ଭୌମନଗର ଉଚ୍ଚ ପ୍ରାଥମିକ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ଅମର । ସେ ଏହି ସ୍କୁଲରେ ଚତୁର୍ଥ ଓ ପଂଚମ ଶ୍ରେଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ପୋଷ୍ୟ ସ୍କୁଲ ଅଭିଯାନ : ୧୬ଟି ବରିଷ୍ଠ ପ୍ରାଶାସନିକ ଅଧିକାରୀ ୧୬ ସ୍କୁଲକୁ ଗ୍ରହଣ କଲେ

ଭୁବନେଶ୍ୱର- ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଏହାର ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ଏଂବ ସରକାରୀ ବିଦ୍ୟାଳୟଗୁଡିକର ଗୁରୁତ୍ୱ ବୃଦ୍ଧି ପାଇଁ ସପ୍ତାହକ ତଳେ ଘୋଷିତ ‘ପୋଷ୍ୟ ସ୍କୁଲ’ ଅଭିଯାନରେ ଏବେ ରାଜ୍ୟର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟର ୧୬ଟି…