Browsing Tag

Narendra Modi

‘ଆପଣଙ୍କ କହିବା ଓ କରିବା ମଧ୍ୟରେ ଫରକ ସାରା ଦେଶ ଦେଖୁଛି’, ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଗୁଜରାଟର ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ମାମଲାର ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସାରା ଦେଶ…

ଦିନକୁ ମାତ୍ର ଦୁଇ ଘଣ୍ଟା ଶୁଅନ୍ତି ମୋଦି !

କୋହ୍ଲାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମାତ୍ର ଦୁଇ ଘଣ୍ଟା ଶୋଇଥାନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏଭଳି ଦାବି କରିଛନ୍ତି । ପାଟିଲ କହିଛନ୍ତି ଯେ ମୋଦି ଏକ ପରୀକ୍ଷା କରୁଛନ୍ତି ଯାହା ଫଳରେ ତାଙ୍କୁ ଆଉ ଶୋଇବାକୁ ପଡ଼ିବନି ଏବଂ ସେ ଯେପରି ଦେଶ ପାଇଁ…

ଦକ୍ଷିଣ ଓଡ଼ିଶାକୁ କେନ୍ଦ୍ର ସରକାରର ଧୋକ୍କା: ରେଳଡବା କାରଖାନାକୁ ପୁଣି ଭୁଲିଗଲେ

ବ୍ରହ୍ମପୁର: ବ୍ରହ୍ମପୁର- ସମ୍ବଲପୁର ଭାୟା ଫୁଲବାଣୀ ୨୭୦ କିମି ନୂଆ ରେଳପଥକୁ ଅନୁଦାନ କହିଲେ ମିଳିଛି ମାତ୍ର ହଜାରେ ଟଙ୍କା ଟୋକନ୍ ମନି। ଏହି ରେଳଲାଇନ୍‌ ବାବଦ ସର୍ଭେ ସରିଛି। କିନ୍ତୁ ନିର୍ମାଣ କାମ ଆରମ୍ଭ ହେବାକୁ କୌଣସି ଆଖିଦୃଶିଆ ବ୍ୟୟବରାଦ କରାଯାଉନି। ୨୦୧୬- ୧୭ ମସିହାର ପ୍ରକଳ୍ପ…

ଜାନୁଆରୀ ୩ରୁ ଦେଶରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସର‌ ପିଲାଙ୍କ ଟିକାକରଣ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ କରୋନା…

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାମାନଙ୍କୁ କରୋନା ଟିକା ଦିଆଯିବ | ଏହା ସହିତ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯିବ। ଓମିକ୍ରନ୍ ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୧୦ଟାରେ ଦେଶକୁ…

ଓମିକ୍ରନ୍ ଆତଙ୍କ: ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ର ଦିନକୁ ଦିନ ବଢୁଥିବା ବିପଦ ମଧ୍ୟରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜେନୋମ ସ୍ବିକ୍ବେନ୍ସିଂର ବର୍ତ୍ତମାନ ପର୍ଯ୍ୟନ୍ତ ୨୧୬ଟି ଓମିକ୍ରୋନ୍…

ମୋଦି ସରକାର ସବୁ ଦିଗରେ ବିଫଳ: ସ୍ବାମୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାର ଦିନକ ପରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ସେ ଆଜି ସକାଳେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ମୋଦି ସରକାରଙ୍କ ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ସେ…