ମୋହନ ଭାଗବତଙ୍କୁ ବି ଆତଙ୍କବାଦୀ ଆଖ୍ୟା ଦେବାକୁ କୁଣ୍ଠାବୋଧ କରିବେନି ମୋଦି: ରାହୁଲ
ନୂଆଦିଲ୍ଲୀ - ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କଂଗ୍ରେସର ଏହି ପ୍ରତିନିଧି ଦଳ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର…