ଶାସକ ବିଜେଡିର ଆଜି ୨୪ତମ ପ୍ରତିଷ୍ଠା ଦିବସ, ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ
ଭୁବନେଶ୍ୱର- ଆଜି ଶାସକ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ । ଦିନ ୧୦ଟାରେ ବିଜେଡି ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ସଭାର ଆୟୋଜନ କରାଯାଇଛି । ଭିଡିଓ କନଫରେନସିଂରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ । ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା…