Browsing Tag

Naveen Patnaik

ବିଜେଡି ରାଜ୍ୟ ପରିଷଦ ବୈଠକ : ସରକାର ଓ ସଂଗଠନ ପାଇଁ ସଂଧ୍ୟା ସୁଦ୍ଧା ମତାମତ ମାଗିଲେ ନବୀନ

ଭୁବନେଶ୍ୱର- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ  ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବୈଠକରେ ସରକାର ଓ ଦଳୀୟ ସଂଗଠନ ପାଇଁ କାର୍ଯ୍ୟକର୍ତାମାନଙ୍କୁ ମତାମତ…

ବିଜେଡି ହେଉଛି ଲୋକଙ୍କ ଦଳ ; ଲୋକଙ୍କ ସେବାରେ ସମର୍ପିତ: ନବୀନ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ , ନିମନ୍ତ୍ରିତ ଉପସଭାପତି ଓ…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ : ୯ଟି ପ୍ରସ୍ତାବରେ ସୁପ୍ରିମୋ ନବୀନଙ୍କ ମୋହର, କେନ୍ଦ୍ରର ଅବହେଳାକୁ ଟାର୍ଗେଟ

ଭୁବନେଶ୍ୱର- ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଗୃହୀତ ହୋଇଛି । ୯ଟି ପ୍ରସ୍ତାବକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଦଳର ସମ୍ବିଧାନ ସଂଶୋଧନ ମଧ୍ୟ କରାଯାଇଛି ବୋଲି ପ୍ରେସମିଟରେ ସୂଚନା…

ଆଜି ବିଜେଡିର କାର୍ଯ୍ୟକାରିଣୀ , ଫୋକସରେ ସାଂଗଠନିକ କାର୍ଯ୍ୟକ୍ରମ, ଗୁୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ

ଭୁବନେଶ୍ୱର- ଆଜି ବସୁଛି ବିଜେଡିର କାର୍ଯ୍ୟକାରିଣୀ । ଫୋକସରେ ରହିବ ଦଳର ସାଂଗଠନିକ କାର୍ଯ୍ୟକ୍ରମ । ଦୁଇଦିନ ଧରି ଚାଲିବ କାର୍ଯ୍ୟକାରିଣୀ । କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ଆସନ୍ତାକାଲି ଦଳର ରାଜ୍ୟ ପରିଷଦ ବୈଠକ ବସିବ । ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେବେ ସୁପ୍ରିମୋ ତଥା…

‘ନବୀନବାଦ’ର ଶ୍ରେଷ୍ଠତ୍ୱ : ‘ଜନ ବିରୋଧୀ’ କାର୍ଯ୍ୟକଳାପ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା

ଭୁବନେଶ୍ୱର- ନିଜର ସଂପୂର୍ଣ୍ଣ ରାଜନୈତିକ କ୍ୟାରିଅରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ ବାରମ୍ବାର ସେ ନିଜ କାର୍ଯ୍ୟରେ ବି ଏହା ପ୍ରମାଣିତ କରିଆସିଛନ୍ତି । ଏବେ ଦୁର୍ନୀତି ଓ ଦୁର୍ନୀତିକୁ…