Browsing Tag

Naveen Patnaik

କୁଇକ୍ ରିଆକସନ ସରଫେସ୍ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ, ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କୁଇକ୍ ରିଆକସନ ସରଫେସ୍ ଟୁ ଏୟାର ମିସାଇଲ୍ –କ୍ୟୁଆରଏସଏଏମର ସଫଳ ପରୀକ୍ଷଣ ହୋଇଛି । ଏହି ମିସାଇଲ୍ ଏକ ବଂଶୀ ପାଇଲଟବିହୀନ ଟାର୍ଗେଟକୁ ସିଧାସଳଖ ଭାବେ ହିଟ୍ କରିଛି । ଓଡିଶାର ଚାନ୍ଦିପୁର ଆଇଟିଆରରୁ କ୍ୟୁଆରଏସଏଏମର ପରୀକ୍ଷାଣ ଦିନ…

ତିର୍ତୋଲବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ, ଉପନିର୍ବାଚନରେ ବିଜେଡିକୁ ଜିତାଇଥିବାରୁ କୃତଜ୍ଞତା

ଭୁବନେଶ୍ୱର – ଜଗତସିଂହପୁର ତିର୍ତୋଲବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ଉପନିର୍ବାଚନରେ ବିଜେଡିକୁ ଜିତାଇଥିବାରୁ ସେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁଣି ଥରେ ସେବାର ସୁଯୋଗ ଦେଇଥିବାରୁ ସେ ଋଣୀ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ବିଜୟୀ ପ୍ରାର୍ଥୀ…

ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ବିଜୟ ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ…

ଭୁବନେଶ୍ବର: ଉପନିର୍ବାଚନ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ଟା ୨୦ ମିନିଟରେ ବାଲେଶ୍ୱରୀ ଦଳୀୟ…

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡିର ବିଜୟ ପାଇଁ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଦଳୀୟ କର୍ମୀଙ୍କୁ ସାଧୁବାଦ

ଭୁବନେଶ୍ୱର- ତିର୍ତୋଲ ଓ ବାଲେଶ୍ୱର ସଦର ଆସନର ବିଜେଡିକୁ ବିଜୟୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ ସଂକଟ ସମୟରେ ମତଦାନ କରି ଦଳକୁ ଆଶୀର୍ବାଦ କରିଥିବାରୁ ତିର୍ତୋଲ ଓ ବାଲେଶ୍ୱର ସଦରବାସୀ, ବିଶେଷ କରି ମହିଳାଙ୍କ ପ୍ରତି କୃତଜ୍ଞତା…

ଉପନିର୍ବାଚନରେ ବିଜେଡିର ବାଜିମାତ, ବଜାୟ ରଖିଲା ତିର୍ତୋଲ ଆସନ, ବିଜେପିଠାରୁ ଛଡାଇ ଆଣିଲା ବାଲେଶ୍ୱର ସଦର

ଭୁବନେଶ୍ୱର – ଉପନିର୍ବାଚନରେ ବିଜେଡିର ବାଜିମାତ୍ । ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ତିର୍ତୋଲ ଆସନ ବଜାୟ ରଖିଥିବା ବେଳେ ବାଲେଶ୍ୱର ସଦର ଆସନ, ବିଜେପିଠାରୁ ଛଡାଇ ଆଣିବାରେ ସଫଳ ହୋଇଛି । ତିର୍ତୋଲ ଦଳୀୟ ପ୍ରାର୍ଥୀ ବିଜୟ…

ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ , ବାଲେଶ୍ୱର କଥା ନିଜେ ବୁଝିବେ ବୋଲି…

ଭୁବନେଶ୍ୱର- ତିର୍ତୋଲ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପକ୍ଷରୁ ଭର୍ଚୁଆଲ ନିର୍ବାଚନ ପ୍ରଚାର କରିଛନ୍ତି । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ୧୯୯୯…