Browsing Tag

NCB

ଶାହରୁଖ, ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଶାହରୁଖ ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଛି । ଏନସିବିର ଗୋଟିଏ ଟିମ୍ ଶାହରୁଖଙ୍କ ବାସଭବନ 'ମନ୍ନତ'ରେ ପହଞ୍ଚି ଛାନଭିନ କରିଥିବା ବେଳେ ଆଉ ଏକ ଟିମ୍ ‌ଅନନ୍ୟା‌ ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । କ୍ରୁଜ୍…

ଜାମିନ ପାଇଁ ଆର୍ୟନଙ୍କ ଅପେକ୍ଷା ବଢ଼ିଲା, ମଙ୍ଗଳବାର ଶୁଣାଣି କରିବେ ହାଇକୋର୍ଟ

ମୁମ୍ବାଇ: ଆର୍ୟନ ଖାନଙ୍କ ଜାମିନ ଉପରେ ଶୁଣାଣି ୨୬ ଅକ୍ଟୋବର ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ହେବ। ଅକ୍ଟୋବର ୨୦ରେ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି…

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜଣେ ଓଡିଆଙ୍କ ସହ ଆଉ ଦୁଇ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ବୋଲି କୁହାଯାଇଛି। ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏନସିବି କ୍ରୁଜ ପାର୍ଟିର ୪ ଜଣ ଆୟୋଜକଙ୍କୁ…

ଡ୍ରଗ୍ସ ମାମଲା: ଭାଇରାଲ ଭିଡିଓ ନେଇ କରଣ ଜୋହରଙ୍କୁ ଏନସିବିର ନୋଟିସ୍

‌ମୁମ୍ବାଇ – ବଲିଉଡ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ ନୋଟିସ୍ ଜାରି କରିଛି । ବର୍ଷକ ତଳେ ଜୋହରଙ୍କ ଘରେ ହୋଇଥିବା ଏକ ପାର୍ଟିର ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ୍ କରିବା ଲାଗି…

ଡ୍ରଗ୍ସ ଲିଙ୍କ୍ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ଏନସିବି, ୨.୫ କୋଟିର ନିଶାଦ୍ରବ୍ୟ ଜବତ

ମୁମ୍ବାଇ - ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ୍‌ରେ ସମ୍ପୃକ୍ତ ଜଣେ ଫେରାର୍ ଅଭିଯୁକ୍ତକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ଗିରଫ କରିଛି । ଏଥିସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଏନସିବି ୨.୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ…

ଡ୍ରଗ୍ସ ମାମଲା: ଅଭିଯୁକ୍ତଙ୍କୁ ସହାୟତା ଅଭିଯୋଗରେ ଏନସିବିର ଦୁଇ ଅଧିକାରୀ ନିଲମ୍ବିତ

ମୁମ୍ବାଇ - ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିଜର ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ତାଙ୍କ ସ୍ୱାମୀ ହର୍ଷ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ଜାମିନ ପାଇବାରେ ସେମାନଙ୍କର ଭୂମିକା…