Browsing Tag

Odisha Government

କାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ସୋମବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଏହାଛଡା ଅନେକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ବି କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୋମବାର ସକାଳ…

“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ମୁଖ୍ୟମନ୍ତ୍ରୀଙ୍କ ହାତରୁ ସ୍ମାର୍ଟକାର୍ଡ ପାଇଥିବା କିଛି ମହିଳାଙ୍କ ପ୍ରତିକ୍ରିୟା "ଗରିବର୍ ଜୀବନ୍ ଥିଁ ଇ କାର୍ଡ ବିପଦ୍ ବେଲର୍ ବନ୍ଧୁ ଆଏ" ସମ୍ବଲପୁର: ପଇସା ଅଭାବରୁ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହୋଇଥାନ୍ତି । ଆଉ ଚିକିତ୍ସା ଖର୍ଚ ତୁଳାଇବାକୁ ଯାଇ ଲୋକେ ପିଲାଙ୍କ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର, ଉପକୃତ ହେବେ ୭ ଲକ୍ଷ ୭୩ ହଜାର

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ମା ସମଲେଇଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର:…