Browsing Tag

Odisha Government

କୌଣସି ବଡ଼ ସହରର ଦାମୀ ସ୍କୁଲଠୁ କମ୍ ନୁହେଁ ଆମ ସରକାରୀ ହାଇସ୍କୁଲ

ଲେଖକ : ପ୍ରତିଭା ନେପାକ କରୋନା ହେତୁ ଅନେକ ଦିନ ପରେ ବିଦ୍ୟାଳୟରେ ଆମ ପାଦ ପଡ଼ିଲା। ହେଲେ ଗତ ବର୍ଷ ଯେତେବେଳେ ଶେଷ ଥର ସ୍କୁଲ ଆସିଥିଲୁ, ଆଉ ଏବେ ଯେତେବେଳେ ସ୍କୁଲ ଆସିଲୁ ଆକାଶପାତାଳ ଫରକ ଦେଖିଲୁ। ଆମ କ୍ଲାସ୍ ରୁମ୍‌ରେ ଆଉ ସେ ପୁରୁଣା କାଠର ଲମ୍ବା ଲମ୍ବା ଚେୟାର ଟେବୁଲ ନଥିଲା। ଗୋଟିଏ…

ସ୍ମାର୍ଟ ପୀଢି ପାଇଁ ସ୍ମାର୍ଟ ଶିକ୍ଷା : ହିଞ୍ଜିଳି ପ୍ରୟୋଗଶାଳାରୁ ଶିକ୍ଷା ସାଧନର ‘ନବୀନିକରଣ’

ଆଉ ରହିବନି କାନ୍ଥରେ କଳାପଟା। ତାର ସ୍ଥାନ ନେବ ଧଳା ବୋର୍ଡ ଯେଉଁଥିରେ ଅଡିଓ - ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ…

ମାଲକାନଗିରିରୁ ନବୀନ ଆରମ୍ଭ କଲେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ: ମହିଳାମାନଙ୍କୁ ପ୍ରାଧାନ୍ୟ

ଭୁବନେଶ୍ୱର: ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା…

ଚିକିତ୍ସା ପାଇଁ ଲୋକେ ଜମି ବିକିବା ଓ ପିଲାଙ୍କ ପାଠପଢା ବନ୍ଦ କରିବା ଦୁଃଖଦାୟକ : ମୁଖ୍ୟମନ୍ତ୍ରୀ

ମାଲକାନଗିରି – ମାଲକାନଗିରିରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଚିକିତ୍ସା ପାଇଁ ଲୋକେ ଜମି ବିକନ୍ତି ଓ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ କରିଦିଅନ୍ତି । ଏଭଳି ଘଟଣା ତାଙ୍କୁ ଭାରି ଦୁଃଖ ଦିଏ ବୋଲି ନବୀନ କହିଛନ୍ତି । ଲୋକଙ୍କ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଂଟନର ଶୁଭାରମ୍ଭ କଲେ…

ମାଲକାନଗିରି- ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ । ମାଲକାନଗିରି ଜିଲ୍ଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନବକଳେବର : ଆଜି ମାଲକାନଗିରିରୁ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ…

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେବ ନବକଳେବର । ଏହି ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ମାଲକାନଗିରିରୁ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମାଲକାନଗିରି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳା ସାଢେ ୧୧ଟାରେ ସ୍ୱତନ୍ତ୍ର…