Browsing Tag

Odisha Panchayat Elections

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ରାଜ୍ୟରେ ୩ କୋଟିରୁ ଅଧିକ ଭୋଟର

ଭୁବନେଶ୍ୱର- ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟରେ ମୋଟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ଜଣ ମହିଳା ଭୋଟର ଅଛନ୍ତି । ୩ ହଜାର ୨୫ ଜଣ…

ପଂଚାୟତ ନିର୍ବାଚନ ପ୍ରସ୍ତୁତି : ବିଭିନ୍ନ ଜିଲ୍ଲାକୁ ପଠାଗଲା ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ସଂପର୍କିତ ଫର୍ମ, ଭୋଟରଙ୍କ ପାଇଁ ବ୍ୟବହାର ହେଉଥିବା କାଳି, ପଂଚାୟତ ମାନୁଆଲ ଷ୍ଟାମ୍ପ ଓ ୭ ପ୍ରକାର ସିଲ୍ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲା ପଂଚାୟତକୁ ପଠାଯାଇଛି ।…

ତ୍ରିସ୍ତରୀୟ ପଂଚାୟତ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ…

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସାମିଲ ହେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ୍‌

ଭୁବନେଶ୍ୱର- ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ, ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ ଅଭିଯାନ ଚାଲିଛି । ତେଣୁ ସମସ୍ତେ ନିଜର ନାମ ଏପିକ ଆଇଡି ଚେକ୍ କରିବାକୁ ସେ ଅନୁରୋଧ ଦେଇଛନ୍ତି । ଏଥିପାଇଁ ୨୧ ତାରିଖରେ ଏକ ବିଶେଷ ଅଭିଯାନ କରାଯିବ । ଫର୍ମ ୬ ନାମ ଯୋଡିବା,…

ଏଥର ରାଜ୍ୟର ୬ ହଜାର ୭୯୪ଟି ପଂଚାୟତରେ ହେବ ନିର୍ବାଚନ

ଭୁବନେଶ୍ୱର-ରାଜ୍ୟରେ ଆଗାମୀ ପଂଚାୟତ ନିର୍ବାଚନ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ । ସରପଂଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ପଛୁଆବର୍ଗଙ୍କ ପାଇଁ ୭୭୮ ସରପଂଚ ଆସନ ସଂରକ୍ଷିତ…