Browsing Tag

Odisha Panchayat Elections

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି, ମତଦାନ ସମୟ ଘଣ୍ଟାଏ ବଢିଲା

ଭୁବନେଶ୍ୱର- ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ବଦଳରେ ୬ ଘଣ୍ଟା ହେବ । ଅର୍ଥାତ ସକାଳ ୭ରୁ ଦିନ ୧୨ ପରିବର୍ତ୍ତେ ଦିନ ଗୋଟାଏ ଯାଏଁ ହେବ ଭୋଟ ଗ୍ରହଣ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟ ବୃଦ୍ଧି କରିଛନ୍ତି କମିଶନ ।…

ଗୋପାଳପୁର ନିର୍ବାଚନମଣ୍ଡଳୀ ପଞ୍ଚାୟତ ନିର୍ବାଚନ ସଜବାଜ : ବିଜେଡି ପଟକୁ ଢଳୁଛି ଦୃଶ୍ୟପଟ୍ଟ

ଲେଖକ: ପ୍ରତିଭା ନେପାକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନ ସକାଶେ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଲଢ଼େଇ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଏଥିସହ ଭୋଟରଙ୍କୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ…

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ଆସିଲା ୪ଟି ପ୍ରସ୍ତାବ

ଭୁବନେଶ୍ୱର - ଆଗାମୀ ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈକରେ ୪ଟି ପ୍ରସ୍ତାବ ରଖାଯାଇଛି । ମଦମୁକ୍ତ ନିର୍ବାଚନ ପାଇଁ ଭୋଟ୍‌ର ୭ ଦିନ ପୂର୍ବରୁ ମଦ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ…

ସ୍ୱତନ୍ତ୍ର ଆପ୍ ଜରିଆରେ ଏଥର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର – ଖୁବ୍ ଶୀଘ୍ର ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ସୁଦ୍ଧା ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏହି ପ୍ରକ୍ରିୟାରେ…

ଗୋପାଳପୁର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ସଜବାଜ: ବିଜେଡି ବିଜୟର ଭରପୁର ଆଶାରେ କର୍ମୀ ଉତ୍ସାହିତ

ଗୋପାଳପୁର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସହ ତାଳ ଦେଇ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ସଜବାଜ ଆରମ୍ଭ କରି ଦେଲେଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳର ନେତା ଓ କର୍ମୀ ଚଳଚଞ୍ଚଳ ହୋଇ ଉଠିଲେଣି। ଗଞ୍ଜାମ ଜିଲ୍ଲାରେ ବିକାଶର…

ଏଥର ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଟିଂ ହେବ । ମତଦାନ ସରିବା ପରେ ଭୋଟ ବାକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ବ୍ଲକସ୍ତରରେ ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି । ନିର୍ବାଚନ ପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକ…