Browsing Tag

Odisha Police

ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୋଲିସର ୧୦୦ ଜଣଙ୍କୁ ମିଳିବ ଡିିଜିପିଙ୍କ ସ୍ୱାଧୀନତା ଦିବସ ସମ୍ମାନ

ଭୁବନେଶ୍ୱର- ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୋଲିସର ୧୦୦ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷର ଡିଜିପିଙ୍କ ସ୍ୱାଧୀନତା ଦିବସ ସମ୍ମାନ ମିଳିବ । ଡିଜିପିଙ୍କ ସମ୍ମାନ ପାଇଁ ମନୋନୀତ ୧୦୦ ଜଣଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ମହାନିରୀକ୍ଷକ ନରସିଂହ ଭୋଳ, ବଲାଙ୍ଗିର ଏସପି କୁଶାଲକର ନିତିନ ଡାଗଡୁ,…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ ଉପରେ ଗୁରୁତ୍ଵ

ଭୁବନେଶ୍ବର: ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି । ଗତବର୍ଷ…

ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର - ନକଲି ଔଷଧ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି । ତାଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରାଉପରା କରିଛି ତଦନ୍ତକାରୀ ଟିମ୍ । ଶିବ ଜେନା ମେଡିଲଏଡ ମେଡିକାମେଂଟ୍…

ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଓଡିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରଥମ ଥର ପାଇଁ ନିଜେ ନିଯୁକ୍ତି ଦେବ ଓଡିଶା ପୋଲିସ । ୧୨ ଘଣ୍ଟା ମଧ୍ୟରେ ୨୭୧ ଜଣ ପଞ୍ଜିକରଣ କଲେଣି । ୧୫ ଜୁଲାଇ ହେଉଛି ଆବେଦନର ଶେଷ ତାରିଖ । ଏସଆଇ ପଦବୀ ପାଇଁ ଅନଲାଇନରେ ଅଗଷ୍ଟ୬ରୁ ୧୬…